Tag Archives: coconut water good for health

Archives

  • ନଡିଆ ପାଣି ଆମ ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

    ନଡ଼ିଆର ପାଣି ଆମ ସ୍ୱାସ୍ଥ୍ୟ  ପାଇଁ ଖୁବ୍ ଭଲ । ତେବେ ନଡିଆ ଫଳର ପାଣି ନିୟମିତ ପିଇଲେ ଯୁବତୀ-ମହିଳାଙ୍କ କେଶ ଓ ତ୍ଵଚାର ସମସ୍ୟା ଦୂର ହୋଇଥାଏ ।  ବିଶେଷଜ୍ଞଙ୍କ ମତ ଅନୁସାରେ ନଡିଆ ପାଣି ପିଇବା ଦ୍ଵାରା ଆମ ଶରୀର ମଧ୍ୟ ସୁସ୍ଥ ରହିଥାଏ । ନଡିଆ ପାଣିର ଉପକାରିତା :- ସତେଜ ନଡ଼ିଆ ପାଣି ସପ୍ତାହକୁ ୨ ରୁ ୩ଥର ପିଇଲେ ତାହା ଆମ କେଶମୂଳକୁ ଦୃଢ଼ କରିବା ସହ ରୁପି ...