ନ୍ୟୁଜ୍ କଂଗ୍ରେସ ଭବନରେ ପୁଣି ଗୋଷ୍ଠୀ କନ୍ଦଳ: ସନ୍ଧ୍ୟାରେ ବି ଭଙ୍ଗାରୁଜା 27 Dec, 2021 5 mins read 158 views ରାଜ୍ୟ କଂଗ୍ରେସ ଭବନରେ ପୁଣି ହଙ୍ଗାମା। ଯୁବ କଂଗ୍ରେସ ସଭାପତିଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ମିଳିଛି ।