Tag : congress cwc meeting today

POLITICALS

କଂଗ୍ରେସ ସଂସଦୀୟ ଦଳର ଅଧକ୍ଷ ପଦରେ ପୁଣି ସୋନିଆ ଗାନ୍ଧି

Ratnamani Moharana
ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ଭାବେ ପରାସ୍ତ ହେବା ପରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ  ନିଜ ପଦବୀରୁ ଇସ୍ତଫା ଦେବାକୁ ଜିଦ ଧରିଥିବାବେଳେ ଶନିବାର ସକାଳେ କଂଗ୍ରେସ ସଂସଦୀୟ ଦଳ ବୈଠକ ବସିଥିଲା।