Tag : control diaria in this rainy season

LIFESTYLE

ବର୍ଷା ଦିନରେ ପାଆନ୍ତୁ ଡାଇରିଆରୁ ମୁକ୍ତି, ଜାଣନ୍ତୁ କିପରି

Ratnamani Moharana
ଗ୍ରୀଷ୍ମଋତୁ ଯାଇ ବର୍ଷାଋତୁ ଆସି କବାଟ ପିଟିଲାଣି । ଋତୁ ପରିବର୍ତ୍ତନ ଏବଂ ଲଗାଣ ବର୍ଷା କାରଣରୁ ଏହି ସମୟରେ ଅନେକ ରୋଗ ଶରୀରକୁ କବଳିତ କରିଥାନ୍ତି । ଏହି ଦିନରେ ଡାଇରିଆ ରୋଗ