Loading...

ମାର୍ଚ୍ଚ ୩୧ ରୁ ହଟିବ କରୋନା କଟକଣା

ମାର୍ଚ୍ଚ ୩୧ ରୁ ହଟିବ କରୋନା କଟକଣା

ବୁଧବାର କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ କୋଭିଡ୍‌-ନିରାପତ୍ତା ପଦକ୍ଷେପ ନିମନ୍ତେ ବିପର୍ଯ୍ୟୟ ପରିଚାଳନା ଅଧିନିୟମକୁ ମାର୍ଚ୍ଚ ୩୧ ପରେ ଆଉ ଲାଗୁ କରାଯିବାର ଆବଶ୍ୟକତା ନାହିଁ।

ଦିନେ ଦୁଇଦିନ ମଧ୍ୟରେ ଆସିବ ଫେବ୍ରୁଆରୀ ଗାଇଡଲାଇନ୍

ଦିନେ ଦୁଇଦିନ ମଧ୍ୟରେ ଆସିବ ଫେବ୍ରୁଆରୀ ଗାଇଡଲାଇନ୍

ଆସିବ ଫେବ୍ରୁଆରୀ ଗାଇଡଲାଇନ । ଦିନେ ଦୁଇଦିନ ମଧ୍ୟରେ ଆସିବ ଫେବ୍ରୁଆରୀ ଗାଇଡଲାଇନ । କ’ଣ ରହିବ ଫେବ୍ରୁଆରୀ ଗାଇଡଲାଇନ ତାରି ଉପରେ ନଜର । ଏବେ ଦୈନିକ ସଂକ୍ରମଣ ୫ ହଜାର ତଳେ ରହିଛି ।

ଅତି ଆବଶ୍ୟକ ନଥିଲେ ହସ୍ପିଟାଲ ନଯିବାକୁ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପରାମର୍ଶ

ଅତି ଆବଶ୍ୟକ ନଥିଲେ ହସ୍ପିଟାଲ ନଯିବାକୁ ସ୍ୱାସ୍ଥ୍ୟ ନିର୍ଦେଶକଙ୍କ ପରାମର୍ଶ

ହସ୍ପିଟାଲରେ କଟକଣା ସଂପର୍କରେ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର। ସେ କହିଛନ୍ତି, ହସ୍ପିଟାଲରେ ସବୁବେଳେ ଅଧିକ ଗହଳି ହୁଏ।

ନୂଆବର୍ଷରେ ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ

ନୂଆବର୍ଷରେ ଆଜିଠୁ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ

ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବା ପରେ ଆଜିଠୁ ପୁଣି ଦର୍ଶନ ସୁଯୋଗ ପାଇବେ ଭକ୍ତ। ନୂଆବର୍ଷରେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବାରୁ ଆଜି ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ଜମିଛି।