Loading...

ବିଏମସିକୁ ଛାଡି ଓଡ଼ିଶାରେ ବନ୍ଦ ହେଲା ସମସ୍ତ କୋଭିଡ୍ ହସ୍ପିଟାଲ

ବିଏମସିକୁ ଛାଡି ଓଡ଼ିଶାରେ ବନ୍ଦ ହେଲା ସମସ୍ତ କୋଭିଡ୍ ହସ୍ପିଟାଲ

ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଏବେ ପ୍ରାୟ ୧୧୧୦ଜଣ ସକ୍ରିୟ କରୋନା ସଂକ୍ରମିତ ରହିଥିଲେ ମଧ୍ୟ ରାଜ୍ୟ ସରକାର ମାର୍ଚ୍ଚ ୧ରୁ ସମସ୍ତ କୋଭିଡ୍ ହସ୍ପିଟାଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।