ନ୍ୟୁଜ୍ଭଲ ହେଲେ ୪୦୧ କରୋନା ଆକ୍ରାନ୍ତ, ଗଞ୍ଜାମରୁ ସର୍ବାଧିକadminJuly 9, 2020July 9, 2020 by adminJuly 9, 2020July 9, 202004180 ଭୁବନେଶ୍ୱର ୦୯।୦୭: ଆଜି ରାଜ୍ୟରେ ସର୍ବାଧିକ ୪୦୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିବା ରାଜ୍ୟରେ ଏପର୍ଯ୍ୟନ୍ତ ସର୍ବାଧିକ ରେକର୍ଡ । ଏହାକୁ...