Loading...

ବାଣ ବ୍ୟବସାୟ ପାଇଁ ବିଏମ୍‌ସି ପକ୍ଷରୁ ଦିଆଯିବ ଅନୁମତି ନେବେ ବ୍ୟବସାୟୀ

ବାଣ ବ୍ୟବସାୟ ପାଇଁ ବିଏମ୍‌ସି ପକ୍ଷରୁ ଦିଆଯିବ ଅନୁମତି ନେବେ ବ୍ୟବସାୟୀ

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ୨ ବର୍ଷର କୋଭିଡ କଟକଣା ପରେ ଚଳିତବର୍ଷ ଦୀପାବଳିରେ ବାଣ ବ୍ୟବସାୟ ହେବ । ଭୁବନେଶ୍ୱରରେ ବାଣ ବ୍ୟବସାୟ ପାଇଁ ବିଏମ୍‌ସି ପକ୍ଷରୁ ଦିଆଯିବ ଅନୁମତି।