Loading...

ଆସନ୍ତାକାଲି ଖ୍ରୀଷ୍ଟମାସ, ସଜେଇ ହେଉଛି ଚର୍ଚ୍ଚ

ଆସନ୍ତାକାଲି ଖ୍ରୀଷ୍ଟମାସ, ସଜେଇ ହେଉଛି ଚର୍ଚ୍ଚ

ଆଉ ଦିନକ ପରେ ପାଳିତ ହେବ ବଡ଼ଦିନ ବା ଖ୍ରୀଷ୍ଟମାସ (Christmas Celebration) । ଏହି ଦିନକୁ ଧୁମଧାମରେ ପାଳନ କରିବା ଲାଗି ରାଜଧାନୀରେ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ବିଭିନ୍ନ ଚର୍ଚ୍ଚ ଓ ମଲ୍‌ରେ ମଧ୍ୟ ସାଜସଜ୍ଜା ଦେଖିବାକୁ ମିଳିଛି ।

ବଡ଼ଦିନ ଓ ଖ୍ରୀଷ୍ଟମାସ ପାଇଁ ଆସିଲା ନୂଆ ଗାଇଡଲାଇନ୍‌

ବଡ଼ଦିନ ଓ ଖ୍ରୀଷ୍ଟମାସ ପାଇଁ ଆସିଲା ନୂଆ ଗାଇଡଲାଇନ୍‌

ବଡ଼ଦିନ ଓ ନୂଆବର୍ଷ ପାଇଁ କଟକଣା ଜାରି। ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର। ଡିସେମ୍ବର ୨୫ତାରିଖରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି।

ଆସନ୍ତାକାଲି ବଡଦିନ ସବୁଠି ଶୋଭା ପାଇବ ସାଣ୍ଟା କ୍ଲଜ, ତେବେ ଆସନ୍ତୁ ଜାଣିବା କିଏ ଏହି ସାଣ୍ଟା

ଆସନ୍ତାକାଲି ବଡଦିନ ସବୁଠି ଶୋଭା ପାଇବ ସାଣ୍ଟା କ୍ଲଜ, ତେବେ ଆସନ୍ତୁ ଜାଣିବା କିଏ ଏହି ସାଣ୍ଟା

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମରେ ମନାଯାଏ ଖ୍ରୀଷ୍ଟମାସ । କିନ୍ତୁ ସାଣ୍ଟାକ୍ଲଜ ବିନା ଖ୍ରୀଷ୍ଟମାସ ଅଧୁରା । ଛୋଟ ପିଲାଙ୍କଠୁ ନେଇ ବଡ଼ ଯାଏଁ , ଖ୍ରୀଷ୍ଟମାସ ମାନେ ହିଁ ସାଣ୍ଟା ବୋଲି ଜାଣନ୍ତି ।