ଜାତୀୟ ଷ୍ଟ୍ରିଟ୍ଫୁଡ଼୍ ଷ୍ଟଲ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ କଟକ ଦହିବରା
ଚଳିତବର୍ଷ ଦିଲ୍ଲୀ ଜବାହାରଲାଲ ନେହରୁ ଷ୍ଟାଡିୟମ୍ଠାରେ ଆୟୋଜିତ ୧୧ତମ ଜାତୀୟ ଷ୍ଟ୍ରିଟ୍ ଫୁଡ୍ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଯାଇଛି। ଦେଶର ୨୯ଟି ରାଜ୍ୟରୁ ପ୍ରାୟ ୨୫୦ରୁ ଅଧିକ ଷ୍ଟ୍ରିଟ୍ଫୁଡ୍ ପ୍ରତିଯୋଗୀଙ୍କୁ ପଛରେ ପକାଇ ପ୍ରଥମ ସ୍ଥାନରେ...