Loading...

ବାଂଲାଦେଶ ମୁହାଁ ସାମୁଦ୍ରିକ ଝଡ଼ ହାମୁନ୍

ବାଂଲାଦେଶ ମୁହାଁ ସାମୁଦ୍ରିକ ଝଡ଼ ହାମୁନ୍

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା  ସାମୁଦ୍ରିକ ଝଡ଼ ‘ହାମୁନ୍’ ମଙ୍ଗଳବାର ସକାଳ ସୁଦ୍ଧାଏକ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ‌ହୋଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି।