ନ୍ୟୁଜ୍ ଖରାଦିନିଆ ବାତ୍ୟା ଡର: ସତର୍କ ରହିବାକୁ ନିର୍ଦ୍ଦେଶ 27 Apr, 2022 12 mins read 1,220 views ରାଜ୍ୟରେ ଏବେ ପ୍ରବଳ ଖରା ଯୋଗୁଁ ଲୋକ ଅସ୍ତବ୍ୟସ୍ତ ହୋଇଗଲେଣି। ଏପ୍ରିଲ ଖରା ଅସହ୍ୟ ହେଉଥିବା ବେଳେ ମେ’ରେ ସ୍ଥିତି ଅଣାୟତ୍ତ ହୋଇପାରେ। ଏତିକିବେଳେ ମେ’ ମାସରେ ବାତ୍ୟା ଭୟ ଘାରିଛି।