Loading...

ଖରାଦିନିଆ ବାତ୍ୟା ଡର: ସତର୍କ ରହିବାକୁ ନିର୍ଦ୍ଦେଶ

ଖରାଦିନିଆ ବାତ୍ୟା ଡର: ସତର୍କ ରହିବାକୁ ନିର୍ଦ୍ଦେଶ

ରାଜ୍ୟ‌ରେ ଏବେ ପ୍ରବଳ ଖରା ଯୋଗୁଁ ଲୋକ ଅସ୍ତବ୍ୟସ୍ତ ହୋଇଗଲେଣି। ଏପ୍ରିଲ ଖରା ଅସହ୍ୟ ହେଉଥିବା ବେଳେ ମେ’ରେ ସ୍ଥିତି ଅଣାୟତ୍ତ ହୋଇପାରେ। ଏତିକିବେଳେ ମେ’ ମାସରେ ବାତ୍ୟା ଭୟ ଘାରିଛି।