Loading...

ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ନୁହେଁ ଲଘୁଚାପ ସମ୍ଭାବନା : ପାଣିପାଗ ବିଭାଗ

ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ନୁହେଁ ଲଘୁଚାପ ସମ୍ଭାବନା : ପାଣିପାଗ ବିଭାଗ

ଓଡ଼ିଶାରେ ବାତ୍ୟା ହେବାର କୌଣସି ସୂଚନା ନାହିଁ ବୋଲି କହି ଏହି ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା

୪ରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା

ନଭେମ୍ବର ୪ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଉତ୍ତର ସୁମାତ୍ରା ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରାୟ ସେହି ସ୍ଥାନରେ ୨ରୁ ୩ଦିନ ରହିବ।

ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଏଫ୍‌ଏସ୍ ଓ ଆଇଏମ୍‌ଡି ଆକଳନରେ ରହୁନି ତାଳମେଳ, ଆଶା ଓ ଆଶଙ୍କାରେ ଓଡିଶାବାସୀ

ସମ୍ଭାବ୍ୟ ବାତ୍ୟାକୁ ନେଇ ଜିଏଫ୍‌ଏସ୍ ଓ ଆଇଏମ୍‌ଡି ଆକଳନରେ ରହୁନି ତାଳମେଳ, ଆଶା ଓ ଆଶଙ୍କାରେ ଓଡିଶାବାସୀ

ଗତ ଦିନମାନଙ୍କରେ ଅନେକ ବାତ୍ୟା ସଂପର୍କରେ ଢେର୍ ଦିନ ଆଗରୁ ପୂର୍ବାନୁମାନ ହୋଇଛି ଓ ବିଳମ୍ବରେ ଆଇଏମଡି କର୍ତ୍ତୃପକ୍ଷ ଏ ସଂପର୍କରେ ସୂଚନା ଦେଇଛନ୍ତି। ଏଣୁ ଏଥର ସେମିତି ହେବନାହିଁ ତ?

ଓଡ଼ିଶା ଦେଖିବ ଆଉ ଏକ ମହାବାତ୍ୟା

ଓଡ଼ିଶା ଦେଖିବ ଆଉ ଏକ ମହାବାତ୍ୟା

ଓଡ଼ିଶା ଦେଖିବ ଆଉ ଏକ ମହାବାତ୍ୟା । ଆସନ୍ତା ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । ଅକ୍ଟୋବର ୧୮ରୁ ୨୫ ତାରିଖ ମଧ୍ୟରେ ବଙ୍ଗୋପସାଗରେ ସୁପର ସାଇକ୍ଲୋନ ସୃଷ୍ଟି ହେବା ନେଇ ଆମେରିକାର ପାଣିପାଗ ପୂର୍ବାନୁମାନ ସଂସ୍ଥଶ ଗ୍ଲୋବାଲ ଫରକାଷ୍ଟ ସିଷ୍ଟମ ତଥା ଜିଏଫଏସର ପୂର୍ବାନୁମାନ କରିଛି ।

ବାତ୍ୟା ଆଶଙ୍କା କ୍ଷୀଣ: ପାଣିପାଗ ବିଭାଗ

ବାତ୍ୟା ଆଶଙ୍କା କ୍ଷୀଣ: ପାଣିପାଗ ବିଭାଗ

ବୁଧବାର ଦକ୍ଷିଣ ଆଣ୍ଡାମାନସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହାର ପ୍ରଭାବରେ ବୁଧବାର ସୁଦ୍ଧା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହେବ। ଯାହାର ପ୍ରଭାବରେ ୬ ତାରିଖରୁ ଦକ୍ଷିଣ ପୂର୍ବ ବଙ୍ଗୋପାସଗରେ ଓ ୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ବୃଦ୍ଧି ପାଇ ୪୦-୫୦ କିମି ପହଞ୍ଚିବ।

୨୧ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

୨୧ ସୁଦ୍ଧା ସାମୁଦ୍ରିକ ଝଡ଼ର ରୂପନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପୂର୍ବ ଦିଗରେ ଗତି କରୁଛି । ସୃଷ୍ଟି ହୋଇଥିବା ଲଘୁଚାପ ବର୍ତମାନ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରିଭୁତ ହୋଇଛି ।

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା!

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା!

ଆଇଏମଡି ଜିଏଫଏସ ମଡେଲ ଅନୁସାରେ ଆସନ୍ତା ୨୦ ତାରିଖବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ଅଛି । ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ । ଏହା କେତେ ଘନୀଭୂତ ହେବ? ଗତିପଥ କ’ଣ ରହିବ? କେଉଁଠାରେ ସ୍ଥଳଭାଗ ଛୁଇଁବ? ସେ ଦିଗରେ ବିଭିନ୍ନ ମଡେଲ ମଧ୍ୟରେ ସହମତି ନାହିଁ ।