ନ୍ୟୁଜ୍ ଆଜି ୫୦୦ ହଲରେ ହିନ୍ଦୀ ଭାଷାରେ ରିଲିଜ ହେବ ଓଡିଆ ଚଳଚିତ୍ର "ଦମନ" 03 Feb, 2023 4 mins read 340 views ହିନ୍ଦୀ ସ୍କ୍ରିନକୁ ଆସିବ ଦମନ । ଆଜି ୫୦୦ ହଲରେ ରିଲିଜ୍ ହେବ ଦମନ ଫିଲ୍ମର ହିନ୍ଦୀ ରୂପାନ୍ତର । ଏଥିପାଇଁ ଦମନର ପୂରା ଟିମ୍ ମୁମ୍ବାଇ ଗସ୍ତରେ ଅଛି । ଆଜି ମୁମ୍ବାଇ ପିଭିଆର ହଲରେ ପ୍ରିମିୟର ସୋ’ କରାଯିବ ।