ନ୍ୟୁଜ୍ ଆଜି ବଲିଉଡ ଦବଙ୍ଗ ଓରଫ ସଲମାନ ଖାଁଙ୍କ ଜନ୍ମଦିନ 27 Dec, 2021 5 mins read 216 views ଆଜି ହେଉଛି ବଲିଉଡ ଦବଙ୍ଗ ଓରଫ ସଲମାନ ଖାଁଙ୍କ ଜନ୍ମଦିନ । ୫୬ ବର୍ଷ ବୟସରେ ପାଦ ଥାପିଛନ୍ତି ସଲମାନ୍ ।