Tag : date water

LIFESTYLE

ସକାଳେ ଖାଲି ପେଟରେ ପିଅନ୍ତୁ ଖଜୁରୀ ପାଣି,ମିଳିବ ଅନେକ ଫାଇଦା

ENO Beuro
ଖଜୁରୀ ଏକ ସ୍ବାଦିଷ୍ଟ ଫଳ। ଏହାକୁ ଯେକୌଣସି ଋତୁରେ ଖିଆଯାଇପାରେ। ହେଲେ ଶୀତଦିନେ ଏହାକୁ ଖାଇବା ଦ୍ୱାରା ଶରୀର ବିଭିନ୍ନ ରୋଗ କବଳରୁ ମୁକ୍ତି  ପାଇଥାଏ। ଏହା ବ୍ୟତୀତ ଏଥିରେ ମହଜୁଦ ଥିବା ତତ୍ତ୍ୱ