News

୨୬/୧୧ ମୁମ୍ବାଇ ଆକ୍ରମଣର ଦୋଷୀ ହେଡଲିଙ୍କ ଉପରେ ଆକ୍ରମଣ

ENO Beuro
୨୬/୧୧ ମୁମ୍ବାଇ ଆକ୍ରମଣର ଦୋଷୀ ପାକିସ୍ତାନର ମୂଳବାସିନ୍ଦା ତଥା ଆମେରିକୀୟ ନାଗରିକ ଡେଭିଡ୍‌ ହେଡ୍‌ଲିଙ୍କ ଉପରେ ସିକାଗୋର ଫେଡରାଲ ଜେଲ୍‌ରେ ମରଣାନ୍ତକ ଆକ୍ରମଣ ହୋଇଛି। ଗୁରୁତର ଭାବେ ଆହତ ହେଡଲିକୁ ଡାକ୍ତରଖାନାରେ ଭର୍ତି କରାଯାଇଛି

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More