Tag : dawood ibrahims nephew rizwan kaskar arrested

News

ଗିରଫ ହେଲା ଡନ୍‌ ଦାଉଦ୍‌ର ପୁତୁରା ରିଜ୍‌ବାନ୍‌ କାସକର

Ratnamani Moharana
ଗିରଫ୍‌ ହଲା ଦାଉଦ୍‌ ଇବ୍ରାହିମ୍‌ର ପୁତୁରା । ଅଣ୍ଡରଓ୍ୱାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମର ପୁତୁରା ଓରଫ୍‌ ରିଜବାନ୍‌କୁ ଗିରଫ୍ କରିଛି ମୁମ୍ବାଇ ପୋଲିସ୍‌ । ନକଲୀ ଜିନିଷ ନେଣଦେଣ ମାମଲାରେ ରିଜ୍‌ବାନ୍‌କୁ ଗିରଫ କରାଯାଇଛି