News

ସାରା ରାଜ୍ୟରେ ଆଜିଠୁ ବଢିବ ଦିନର ତାପମାତ୍ରା :ମାଲକାନଗିରିରେ ସର୍ବାଧିକ ତାପମାତ୍ରା

ENO Beuro
ସର୍ବାଧିକ ମାଲକାନଗିରିରେ ତାପମାତ୍ରା ୩୪ ଡ଼ିଗ୍ରୀ ଆଜି ଠାରୁ ଉପାନ୍ତରୁ ଉପକୂଳ ସାରା ରାଜ୍ୟରେ ଦିନର ତାପମାତ୍ରା ବଢିବ । ଫେବୃଆରୀ ୨୨ ପର୍ଯ୍ୟନ୍ତ ସର୍ବୋଚ୍ଚ ତାପମାତ୍ରା ୩୭ ଡ଼ିଗ୍ରୀ ପାଖାପାଖି ସ୍ତରରେ ପହଂଚିବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More