News

ପରଲୋକରେ ବରିଷ୍ଠ ଅଭିନେତା ଦେବୁ ବୋଷ! ତାଙ୍କ ବିଷୟରେ କିଛି ସଂକ୍ଷିପ୍ତ ବିବରଣୀ

ENO Beuro
ଆରପାରିରେ ଅଭିନେତା ଦେବୁ ବୋଷ ଓଡ଼ିଆ ସିନେ ଜଗତର ବର୍ଷିୟାନ ଅଭିନେତା ଦେବୁ ବୋଷଙ୍କ ୭୬ବର୍ଷ ବୟସରେ ପରଲୋକ ହୋଇଯାଇଛି। ହାଇଦ୍ରାବାଦସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ସବୁ ଦିନ ଲାଗି ଆଖି ବୁଜିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More