ଫାଇନାଲ ହୋଇଛି ଦୀପିକା-ରଣବୀରଙ୍କ ବିବାହ ଡ଼େଟ୍! ଜାଣନ୍ତୁ କେବେ ଏବଂ କେଉଁଠି କରିବେ ବିବାହ
ଦୀର୍ଘଦିନ ଧରି ପରଦା ବାହାରେ ରୋମାନ୍ସ୍ କରୁଥିବା ବଲିଉଡ୍ର ଚର୍ଚ୍ଚିତ ଲଭ୍ ବାର୍ଡ୍ସ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ଅଭିନେତା ରଣବୀର ସିଂହ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହେବେ। ଫିଲ୍ମ ଫେୟାର୍ସ ଟ୍ୱିଟର୍