Loading...

ଦିଲ୍ଲୀ ପଣିପାଗରେ ପରିବର୍ତ୍ତନ, ଅଡ୍‌-ଇଭିନ୍‌ ଲାଗୁକରିବା ନିଷ୍ପତ୍ତିକୁ ସ୍ଥଗିତ ରଖିଲେ ସରକାର

ଦିଲ୍ଲୀ ପଣିପାଗରେ ପରିବର୍ତ୍ତନ, ଅଡ୍‌-ଇଭିନ୍‌ ଲାଗୁକରିବା ନିଷ୍ପତ୍ତିକୁ ସ୍ଥଗିତ ରଖିଲେ ସରକାର

କୃତିମ ବର୍ଷା ଯୋଗୁଁ ରାଜଧାନୀ ଦିଲ୍ଲୀରେ ବାୟୁ ଗୁଣବତ୍ତାରେ କିଛି ମାତ୍ରାରେ ସୁଧାର ଆସିଛି।ଦିଲ୍ଲ-ଏନସିଆରରେ ବର୍ଷା ହେବାରୁ ଏକ୍ୟୁଆଇ ଆଗ ଅପେକ୍ଷ କମିଛି।

ବାରଣ ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଫୁଟିଲା ବାଣ

ବାରଣ ସତ୍ତ୍ୱେ ରାଜଧାନୀ ଦିଲ୍ଲୀରେ ଫୁଟିଲା ବାଣ

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଗତ ସପ୍ତାହରେ ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ତେବେ ଗତକାଲି ଦିଲ୍ଲୀବାସୀ ଏହାକୁ ଖାତିର କରିନାହାନ୍ତି। ନିୟମକୁ ଫୁ’ କରି ଉଡାଇ ଦେଇଛନ୍ତି। ସୋମବାର ସନ୍ଧ୍ୟାରୁ ହିଁ ସହରର ବିଭିନ୍ନ ସ୍ଥାନରେ ଲୋକେ ବାଣ ଫୁଟାଇବା ଆରମ୍ଭ କରିଥିଲେ।