• Home
  • delhi police visit in kejriwals house
News

କେଜ୍ରିଓ୍ଵାଲ୍‌ଙ୍କ ଘରେ ପଶିଲେ ପୋଲିସ ! ମୁଖ୍ୟ ସଚିବଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ବନ୍ଧୀୟ ଘଟଣାକୁ ନେଇ ଯାଂଚ କରିବ ସିସିଟିଭି

Krishna Kumar Manoj
ମୁଖ୍ୟମନ୍ତ୍ରୀଙ୍କ ଭବନରେ ତଲାସ କଲା ପୋଲିସ ପୋଲିସ ପଶିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଘରେ । ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ମାଡ ଘଟଣାରେ ଛାନଭିନ କରିବାକୁ ପୋଲିସ ପହଂଚିଛି

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More