ଟାଟୁ କରୁଛନ୍ତି କି? ସାବଧାନ! ନଚେତ୍ ହୋଇପାରେ ଏହି ସବୁ ସମସ୍ୟାENO BeuroMay 11, 2018May 10, 2018 by ENO BeuroMay 11, 2018May 10, 20182 212 ଟାଟୁ ପ୍ରତି ସାବଧାନ ଆଜିକାଲି ଯୁବପୀଢ଼ିଙ୍କୁ ଘାରିଛି ଟାଟୁ କ୍ରେଜ୍। ଶରୀରର ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଡିଜାଇନ୍ର ଟାଟୁ କରିବାକୁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ । ସମସ୍ତଙ୍କ ରୁଚିକୁ ଆଖି ଆଗରେ