Loading...

ନବବଧୂ ପରି ସଜେଇ ହୋଇଛି ବରଗଡ, ଆଜିଠୁ ଆରମ୍ଭ ହେବ ଧନୁଯାତ୍ରା

ନବବଧୂ ପରି ସଜେଇ ହୋଇଛି ବରଗଡ, ଆଜିଠୁ ଆରମ୍ଭ ହେବ ଧନୁଯାତ୍ରା

ମଥୁରାଧିପତି ମହାରାଜ କଂସଙ୍କ ରାଜୁତି ଚାଲିବ । ଅନ୍ୟପଟେ କୃଷ୍ଣଙ୍କ ପ୍ରେମରେ ବିମୋହିତ ହେବ ଅମ୍ବାପାଲି ସାଜିଥିବା ଗୋପପୁର। ଏଥିପାଇଁ ମଥୁରା ଓ ଗୋପପୁରର ବିଭିନ୍ନ କାନ୍ଥରେ ହୋଇଛି ବିଭିନ୍ନ ଚିତ୍ର ।

ଆରପାରିରେ ଧନୁଯାତ୍ରାର ବଳରାମ ଶ୍ରେୟାସ

ଆରପାରିରେ ଧନୁଯାତ୍ରାର ବଳରାମ ଶ୍ରେୟାସ

ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ମନୋନୀତ ହୋଇଥିବା କୁନି କଳାକାର ଶ୍ରେୟସ ପୂଝାରୀଙ୍କର ମୃତ୍ୟୁ ଘଟିଛି। ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିଲା।

ବରଗଡ଼ ଟାଉନ ହଲରେ କଂସ ଚରିତ୍ର ପାଇଁ ଫାଇନାଲ୍ ଅଡିସନ୍

ବରଗଡ଼ ଟାଉନ ହଲରେ କଂସ ଚରିତ୍ର ପାଇଁ ଫାଇନାଲ୍ ଅଡିସନ୍

କଟାଳ ହସ, ବିଦ୍ରୁପ ସଂଳାପ । କଂସ ମହାରାଜଙ୍କ ଡାଇଲଗରେ କମ୍ପୁଛି ବରଗଡ଼ । ବିଜୁ ପଟ୍ଟନାୟକ ଟାଉନ ହଲ ପରିସର ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଆଜି ଶେଷ ହେଉଛି, ଯାତ୍ରାର ମୁଖ୍ୟର ଆକର୍ଷଣ କଂସ ମହାରାଜ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ।

ପରଲୋକରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳ

ପରଲୋକରେ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳ

ବରଗଡ଼ର ବିଶ୍ବପ୍ରସିଦ୍ଧ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ହିର୍ଲ୍ଲିପାଲି ଗାଁର ବରିଷ୍ଠ କଳାକାର ଦେବେନ୍ଦ୍ର ବିଶ୍ବାଳ ଆଉ ନାହାନ୍ତି। ଆଜି ସକାଳେ ୬୯ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି।