Loading...

ଓଡ଼ିଶାରୁ ଲୋକ ସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର

ଓଡ଼ିଶାରୁ ଲୋକ ସଭା ନିର୍ବାଚନ ଲଢ଼ିବେ ଧର୍ମେନ୍ଦ୍ର

ଆଗାମୀ ନିର୍ବାଚନ ଲାଗି ବିରୋଧୀ ‘ଇଣ୍ଡିଆ’ ମେଣ୍ଟ ପ୍ରକୃତ ଚ୍ୟାଲେଞ୍ଜ। ହେଲେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦେଶ ପାଇଁ ଯେପରି ତୃତୀୟ ଥର ଲାଗି ସେବା କରିବେ ତାକୁ ସୁନିଶ୍ଚିତ କରିବା ହେଉଛି ଭାଜପାର ମୁଖ୍ୟ ଏଜେଣ୍ଡା।

ଓଡ଼ିଶା ଖଣ୍ଡୁଆ ସିଲ୍କ ଶାଢ଼ି ପିନ୍ଧି ଚର୍ଚ୍ଚାରେ ସ୍ମୃତି ଇରାନୀ

ଓଡ଼ିଶା ଖଣ୍ଡୁଆ ସିଲ୍କ ଶାଢ଼ି ପିନ୍ଧି ଚର୍ଚ୍ଚାରେ ସ୍ମୃତି ଇରାନୀ

ନୂଆ ସଂସଦ ଭବନରେ ମଙ୍ଗଳବାର ଐତିହାସିକ ମହିଳା ସଂରକ୍ଷଣ ବିଲ୍‌ ଆଗତ ହୋଇଥିବାବେଳେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓଡ଼ିଶାର ଖଣ୍ଡୁଆ ସିଲ୍କ ଶାଢ଼ି ପିନ୍ଧିଥିଲେ। ଏହା ଏବେ ଚର୍ଚ୍ଚାର ବିଷୟ।

୨୦୨୪ରେ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

୨୦୨୪ରେ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

୨୦୨୪ରେ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ପରେ ଚର୍ଚ୍ଚା ଜୋର ଧରିଛି । ଏକ ଜାତୀୟ ଗଣମାଧ୍ୟମକୁ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି ।