Tag : dhoni virat and rohit are most wanted crickter

SPORTS

ଆଇପିଏଲ-୧୧ ପାଇଁ ନିଲାମୀ ଆରମ୍ଭ : କୋହଲି , ଧୋନୀ, ରୋହିତ ସବୁଠାରୁ ଦାମୀ ଖେଳାଳି

ENO Beuro
ଆଇପିଏଲ ମହାସମର ପାଇଁ ଆରମ୍ଭ ହୋଇଛି ଖେଳାଳୀ ନିଲାମୀ ,ବାଙ୍ଗାଲୋରରେ ଏହି ନିଲାମୀ ପ୍ରକିୟା ଆରମ୍ଭ ହୋଇଛି । ବିଶ୍ୱ କ୍ରିକେଟର ବଡ ଷ୍ଟାର କ୍ରିକେଟରଙ୍କ ନାଁ ଚଳିତଥର ନିଲାମୀ ପ୍ରକିୟାରେ ସାମିଲ ହୋଇଛି