Tag : digital

News

ଜାତୀୟ ଡିଜିଟାଲ ସଂଚାର ନୀତି-୨୦୧୮କୁ କ୍ୟାବିନେଟ ଅନୁମୋଦନ

ENO Beuro
ଡିଜିଟାଲ କ୍ଷେତ୍ରରେ 100 ବିଲିୟନ ଡଲାର ନିବେଶ ଆକୃଷ୍ଟ କରିବା ପାଇଁ ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଗତକାଲି ଜାତୀୟ ଡିଜିଟାଲ ସଂଚାର ନୀତି-2018(ଏନଡିସିପି-2018)କୁ ଅନୁମୋଦନ କରିଛନ୍ତି