ଏଣିକି ବରିଷ୍ଠ ନାଗରିକଙ୍କୁ ଟ୍ରେନ ଟିକେଟରେ ମିଳିବନି ରିହାତି
କୋଭିଡ ପରଠୁ ରେଳବାଇ ବିଭାଗ ପକ୍ଷରୁ ୨୦୨୦ରେ ବରିଷ୍ଠ ନାଗରିକଙ୍କୁ ଟିକଟରେ ରିହାତ ଦେବା ବନ୍ଦ କରାଯାଇଥିଲା । ସ୍ଥିତି ସ୍ୱାଭାବିକ ହେବା ପରେ ମଧ୍ୟ ରିହାତି ବ୍ୟବସ୍ଥା ପୁର୍ନବାର କାହିଁକି ଲାଗୁ କରାଯାଉ ନାହିଁ ବୋଲି ସଂସଦଦରେ ପ୍ରଶ୍ନ କରିଥିଲେ ମହାରାଷ୍ଟ୍ର ସାଂସଦ ନବନୀତ ରାଣା ।