Tag : dmk chairman

News

ଡିଏମକେ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଷ୍ଟାଲିନ

ENO Beuro
ଡିଏମ୍‌କେ ମୁଖ୍ୟ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ମୃତ୍ୟୁ ପରେ ଦଳର ମୁଖିଆ ଆସନକୁ ନେଇ ଟଣାଓଟରା ଚାଲିଥିଲା। ଆଜି ଡିଏମକେ ସୁପ୍ରିମୋ କରୁଣାନିଧିଙ୍କ ପୁଅ ଏମ.କେ ଷ୍ଟାଲିନ ଡିଏମକେର ମୁଖ୍ୟଭାବେ