Tag Archives: Documents required for Loans

Archives

  • କେନ୍ଦ୍ର ସରକାରଙ୍କ ନୂଆ ନିୟମ : ପାସପୋର୍ଟ ଦିଅ , ଋଣ ନିଅ

    ଋଣ ପାଇଁ ନୂଆ ନିୟମ ଏଣିକି ଋଣ ନେବାକୁ ହେଲେ ଦେବାକୁ ପଡିବ ପାସପୋର୍ଟ ତଥ୍ୟ । ଦେଶରେ ଗୋଟିଏ ପରେ ଗୋଟିଏ ଘୋଟାଲା ସାମ୍ନାକୁ ଆସୁଥିବା ବେଳେ କେନ୍ଦ୍ର ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ୫୦ କୋଟିରୁ ଉଦ୍ଧ୍ୱର୍ ଋଣ ନେଉଥିବା ବ୍ୟକ୍ତିଙ୍କୁ ଏଣିକି ନିଜ ପାସପୋର୍ଟର ବିଶଦ ତଥ୍ୟ ବ୍ୟାଙ୍କ ଅଧିକାରୀଙ୍କ ନିକଟରେ ଜମା କରିବାକୁ ପଡିବ । ପାସପୋର୍ଟ ତଥ୍ୟ ...