Loading...

ଆଜି ପବିତ୍ର ଦୋଳ ପୁର୍ଣିମା, ଫଗୁ ଖେଳିବା ସହ ଶ୍ରୀଜିଉଙ୍କ ସୁନାବେଶ

ଆଜି ପବିତ୍ର ଦୋଳ ପୁର୍ଣିମା, ଫଗୁ ଖେଳିବା ସହ ଶ୍ରୀଜିଉଙ୍କ ସୁନାବେଶ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ଗାଁଠୁ ସହର ଉତ୍ସବ ମୁଖର। ଦୋଳପୂର୍ଣ୍ଣିମା। ଏହି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ମହାପ୍ରଭୁ ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କ ସହ ଫଗୁ ଖେଳିବେ।

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା, ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଏଥିପାଇଁ ଉତ୍ସବମୁଖର ହୋଇଛି ଗାଁଠୁ ସହର । ଆଜି ଦୋଳ ପୂର୍ଣ୍ଣିମା ଦୋଳ ମେଲଣ ପାଇଁ ଚାରିଆାଡେ ପ୍ରସ୍ତୁତ କରାଯାଇଛି । ବିମାନରେ ବିଜେ ହୋଇ ଗାଁ ଗାଁ ବୁଲୁଛନ୍ତି ଠାକୁର ।