ମୋଟାପଣରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ତେବେ ସକାଳ ସମୟରେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ
ଆଜିର ଯୁବପିଢି ମୋଟାପଣକୁ ନେଇ ବହୁତ ଚିନ୍ତିତ ରହୁଛନ୍ତି। ମୋଟାପଣକୁ କମାଇବା ପାଇଁ ହେଲେ ଖାଦ୍ୟପେୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ।କେତେକ ଖାଦ୍ୟ ଅଛି ଯାହାକୁ ଖାଇବା ଦ୍ଵାରା ମୋଟପା ସମସ୍ୟା ଦେଖାଦେଇଥାଏ।