Tag : dream girl trailer release

Entertainment

ରିଲିଜ୍ ହେଲା ଆୟୁଷ୍ମାନ୍ ଖୁରାନାଙ୍କ କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର

Ratnamani Moharana
ଏବେ ଏବେ ଜାତୀୟ ଫିଲ୍ମ ଫେୟାର୍‌ ପୁରସ୍କାର ବେଷ୍ଟ ଆକ୍ଟରର ପୁରସ୍କାର ପାଇଥିବା ଅଭିନେତା ଆୟୁଷ୍ମାନ୍ ଖୁରାନା। ବର୍ତ୍ତମାନ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଆୟୁଷ୍ମାନ ନିଜର କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର ନିମନ୍ତେ।