Loading...

ଶିକ୍ଷୟିତ୍ରୀ ପିନ୍ଧିବେ ମଠା ଶାଢ଼ି

ଶିକ୍ଷୟିତ୍ରୀ ପିନ୍ଧିବେ ମଠା ଶାଢ଼ି

ବଦଳିବ ସ୍କୁଲ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଡ୍ରେସ୍‌କୋଡ। ବହୁ ବର୍ଷ ଧରି ଘୋଷଣାରେ ଅଟକିଥିବା ଏହି ପ୍ରସ୍ତାବକୁ ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ କରିବାକୁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁ୍ତ କରିଛନ୍ତି।