Loading...

ରାଜରାସ୍ତାରେ ଓଡ଼ିଶା ଡ୍ରାଇଭର ମହାସଂଘ

ରାଜରାସ୍ତାରେ ଓଡ଼ିଶା ଡ୍ରାଇଭର ମହାସଂଘ

ଆଜି ସକାଳୁ ୧୦ ଦଫା ଦାବିରେ ଅନିଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ଏକତା ମହାମଞ୍ଚ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜଧାନୀ ଭୁ‌ବନେଶ୍ବର ଉପକଣ୍ଡ ତମାଣ୍ଡୋରେ ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି।