Loading...

ଖରା ଦିନେ ଏହି ସବୁ ପାନୀୟ ଅଂଶୁଘାତରୁ ରକ୍ଷା କରୁଥିଲେ ବି ଶରୀରକୁ କ୍ଷତି ପହଞ୍ଚାଇଥାଏ

ଖରା ଦିନେ ଏହି ସବୁ ପାନୀୟ ଅଂଶୁଘାତରୁ ରକ୍ଷା କରୁଥିଲେ ବି ଶରୀରକୁ କ୍ଷତି ପହଞ୍ଚାଇଥାଏ

ଖରାଦିନ ଆସିବା ମାତ୍ରେ ଲୋକମାନେ ଲସି, ଜୁସ୍‌ ଇତ୍ୟାଦି ପିଇବା ଆରମ୍ଭ କରି ଦେଇଥାନ୍ତି । ଖରାଦିନେ ଶରୀରରୁ ଜଳୀୟଅଂଶ କମି ଯାଉଥିବାରୁ ଅଧିକ ମାତ୍ରାରେ ପାନୀୟଜଳ ପିଇବା ମଧ୍ୟ ଜରୁରୀ ।