Tag : drone used for serach deer

News

ବାଲୁଖଣ୍ଡ ଅଭୟାରଣ୍ୟରେ ହରିଣ ଖୋଜିବ ଡ୍ରୋନ

Ratnamani Moharana
ବାତ୍ୟା ଫୋନିରେ ଅଧା ରାଜ୍ୟ ଛାରଖାର୍‌ ହୋଇଯାଇଥିଲା । ବିଶେଷ କରି ପୁରୀ-ଭୁବନେଶ୍ୱରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ବାତ୍ୟା ଆସି ସିଧା ସଳଖ ପୁରୀ ବାଲୁଖଣ୍ଡ ଅଞ୍ଚଳରେ ମାଡ଼ ହୋଇଥିଲା ।