Loading...

ରାଜ୍ୟର ସର୍ବପୁରାତନ ଦୂରଦର୍ଶନ କେନ୍ଦ୍ରରେ ଝୁଲିବ ତାଲା

ରାଜ୍ୟର ସର୍ବପୁରାତନ ଦୂରଦର୍ଶନ କେନ୍ଦ୍ରରେ ଝୁଲିବ ତାଲା

ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର କାର୍ଯ୍ୟକ୍ରମ ବିଭାଗରେ ଥିବା ଜଣେ ମାତ୍ର କର୍ମଚାରୀ ତଥା କ୍ୟାମେରାମ୍ୟାନ୍ ସୁଧାଂଶୁ ପୃଷ୍ଟିଙ୍କୁ କିଛି ଦିନ ତଳେ ରିଲିଭ୍ କରାଯାଇଥିଲା।