Loading...

ଆଜି ମହାମାୟାଙ୍କ ମହାନବମୀ, ରାଜ୍ୟର ବିଭିନ୍ନ ମଣ୍ଡପରେ ଭକ୍ତଙ୍କ ଭିଡ

ଆଜି ମହାମାୟାଙ୍କ ମହାନବମୀ, ରାଜ୍ୟର ବିଭିନ୍ନ ମଣ୍ଡପରେ ଭକ୍ତଙ୍କ ଭିଡ

ମହାମାୟାଙ୍କ ମହା ନବମୀ । ସୋମବାର ରାଜ୍ୟର ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଛି । ନବମୀରେ କୁମାରୀ ପୂଜା କରିବାର ବିଧି ରହିଛି ।