ବାସ୍ତୁ ‘ଗୋଧୂଳି ବେଳା’ରେ ବିବାହ କରିବାର ମହତ୍ତ୍ୱ 18 Jan, 2022 10 mins read 211 views ଗୋଧୂଳି ବେଳାକୁ ଶାସ୍ତ୍ରରେ ଶୁଭ ବୋଲି କୁହାଯାଇଛି। କୁହାଯାଏ ଏହି ସମୟରେ ଯେଉଁ କାର୍ଯ୍ୟ କରାଯାଏ, ତାହା ଶୁଭ ଓ ସଫଳ ହୋଇଥାଏ।