Loading...

ପ୍ରତିଦିନ ଇ-ସ୍ପେସ୍‌ରେ ଅପଲୋଡ ହେବ ପିଲା ଓ ଶିକ୍ଷକଙ୍କ ଉପସ୍ଥାନ

ପ୍ରତିଦିନ ଇ-ସ୍ପେସ୍‌ରେ ଅପଲୋଡ ହେବ ପିଲା ଓ ଶିକ୍ଷକଙ୍କ ଉପସ୍ଥାନ

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜ ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ଉପସ୍ଥାନର କଡ଼ାକଡ଼ି ଯାଞ୍ଚ ହେବ। ବିଭାଗ ଅନୁଯାୟୀ ଇ-ସ୍ପେସ୍‌ରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଦୈନିକ ଉପସ୍ଥାନ ଅପ୍‌ଲୋଡ୍‌ କରାଯିବ।