Tag : e vehicles

News

ଦିଲ୍ଲୀର ଦ୍ୱାରକାରେ ଉଦଘାଟିତ ହେଲା ଇ-ବାହାନ ପାଇଁ ଚାର୍ଜିଂ କେନ୍ଦ୍ର

ENO Beuro
କେନ୍ଦ୍ର ଭାରୀ ଉଦ୍ୟୋଗ ଏବଂ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଅନନ୍ତ ଜୀ ଗୀତେ  ଗୁରୁବାରେ  ନୂଆଦିଲ୍ଲୀଠାରେ ଦ୍ୱାରକା ମେଟ୍ରୋ ଷ୍ଟେସନ ପରିସରରେ ଚାର୍ଜିଂ କେନ୍ଦ୍ରର ଉଦଘାଟନ କରିଛନ୍ତି । 18ଟି ଚାର୍ଜିଂ କେନ୍ଦ୍ର ସହିତ