Loading...

ବଙ୍ଗୋପସାଗରରେ ୧୨ ଘଣ୍ଟାରେ ୨ ଭୂ-କମ୍ପ

ବଙ୍ଗୋପସାଗରରେ ୧୨ ଘଣ୍ଟାରେ ୨ ଭୂ-କମ୍ପ

୧୨ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଦୁଇ ଦୁଇଟି ଭୂ-କମ୍ପ ହୋଇଯାଇଛି। ସୋମବାର ସକାଳ ପ୍ରାୟ ୮ଟା ୩୨ରେ ଉତ୍ତର-ପଶ୍ଚିମ ବ‌ଙ୍ଗୋପସାଗରରେ ରିକ୍ଟର୍‌ ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ଥିବା ବେଳେ ସମୁଦ୍ର ଭିତରେ ୧୦ କିମି ଗଭୀରତା ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା।