Tag Archives: earthquake in assam

Archives

  • ଭୂକମ୍ପ:୫.୧ ତୀବ୍ରତାରେ ଥରିଲା ଆସାମ

    ଆସାମରେ ଭୂକମ୍ପ ଆଜି ଆସାମରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ନାଗାଓନ ଜିଲାଠାରୁ ୨୨ କିଲୋମିଟର ଦୂର ଧିଙ୍ଗ୍‌ଠାରେ ଥିବାର ଆକଳନ କରାଯାଇଛି। ଏହାଦ୍ୱାରା କେହି ମୃତାହତ ହୋଇଥିବା ବା କିଛି କ୍ଷୟ ...