Tag Archives: earthquake in northindia

Archives

  • ଭୂକମ୍ପର ଝଟକା: ୬.୧ ତୀବ୍ରତାରେ ଥରିଲା ଉତ୍ତର ଭାରତ

    ଉତ୍ତର ଭାରତୀୟ ରାଜ୍ୟ ପଞ୍ଜାବ, ହରିଆଣା ଏବଂ ଦିଲ୍ଲୀରେ ଗତକାଲି ଭୂମିକମ୍ପ ଅନୁଭୂତ ହୋଇଛି। ଆଫଗାନସ୍ତାନ-କାଜାଖିସ୍ତାନ ସୀମା ଅଞ୍ଚଳ ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଥିଲା। ଆଜି ଅପରାହ୍ଣ ୪.୧୫ ମିନିଟ୍ ସମୟରେ ଏହି ଭୂମିକମ୍ପ ଝଟକା ଲାଗିଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ...