Tag Archives: eat thiese things before going to gim

Archives

  • ଜିମ୍‌କୁ ଯିବା ପୂର୍ବରୁ ସେବନ କରନ୍ତୁ ଏହି ଫଳ , ମିଳିବ ଅନେକ ଫାଇଦା

    ନିଜକୁ ଫିଟ ରଖିବାକୁ ସମସ୍ତେ ଚାହିଁଥାନ୍ତି। ସେଥିଲାଗି ସମସ୍ତେ ଜିମ କିମ୍ବା ମର୍ନିଂ ୱୋର୍କ ଯାଇଥାନ୍ତି। ସେହି ସମୟରେ ଆମେ ଖାଲି ପେଟରେ ଯାଇଥାଉ। ଅନେକ ଲୋକ ଭାବନ୍ତି ଓ୍ଵାର୍କ ଆଉଟ୍‌ ପୂର୍ବରୁ କିଛି ଖାଇଲେ ପେଟରେ ଯନ୍ତ୍ରଣା ହୁଏ । କିନ୍ତୁ ସେଭଳି କିଛି ହୁଏ ନାହିଁ। ଜିମ୍‌କୁ ଯିବା ପୂର୍ବରୁ କଦଳୀ ବା ସେଓ ସେବନ କରିବା ପାଇଁ ଡକ୍ଟର ପରାମର୍ଶ  ଦେଇଥାଏ। ...