Loading...

ଆର୍ଥିକ ଦୁର୍ନୀତି ମାମଲାରେ ଆପ୍‌ ନେତା ରାଜ୍‌ କୁମାର ଆନନ୍ଦଙ୍କ ଘରେ ଇଡି

ଆର୍ଥିକ ଦୁର୍ନୀତି ମାମଲାରେ ଆପ୍‌ ନେତା ରାଜ୍‌ କୁମାର ଆନନ୍ଦଙ୍କ ଘରେ ଇଡି

ଇଡି ସ୍କାନରରେ ଦିଲ୍ଲୀର ଆଉ ଜଣେ ମନ୍ତ୍ରୀ। ଆପ୍ ନେତା ତଥା ଦିଲ୍ଲୀ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ।

ଅବକାରୀ ଦୁର୍ନୀତି ମାମଲା: ଆଜି ଇଡି ନିକଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଅବକାରୀ ଦୁର୍ନୀତି ମାମଲା: ଆଜି ଇଡି ନିକଟରେ ହାଜର ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ଦିଲ୍ଲୀ ସରକାରଙ୍କ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ରେ‌ ହାଜର ହେବାକୁ ଯାଉଛନ୍ତି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ଇଡି ହାଜର ହେବାକୁ ସମନ ପଠାଇଥିଲା ।

ଇଡି ସ୍କାନରରେ ବଲିଉଡ ତରକା: ରଣବୀର କପୁରଙ୍କୁ ଜେରା କରିବ ଇଡି

ଇଡି ସ୍କାନରରେ ବଲିଉଡ ତରକା: ରଣବୀର କପୁରଙ୍କୁ ଜେରା କରିବ ଇଡି

'ମହାଦେବ ବୁକ୍' ଅନଲାଇନ୍ ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନଜରରେ ପ୍ରାୟ 15 ଜଣ ତାରକା ଏହି ତାଲିକାରେ ଅତିଫ ଅସଲମ, ରାହତ ଫତେହ ଅଲ୍ଲୀ ଖାନ୍, ଅଲ୍ଲୀ ଅଜଗର, ବିଶାଳ ଦଦଲାନୀ, ଟାଇଗର ଶ୍ରଫ୍. ଭାରତୀ ସିଂ, ଏଲ୍ଲୀ ଆବ୍ରାହମ, ସନ୍ନି ଲିଓନ, ଭାଗ୍ୟଶ୍ରୀ, ପୁଲକିତ ସମ୍ରାଟ, କୀର୍ତ୍ତି ଖରବନ୍ଦା, ନୁସରତ୍, କୃଷ୍ଣା ଅଭିଷେକଙ୍କ ନାଁ ମଧ୍ୟ ରହିଛି ।

ଫ୍ଲାଟ ବିକ୍ରି ହେରଫେର ମାମଲାରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ‘ଟିଏମ୍‌ସି’ ସାଂସଦ ନୁସ୍‌ରତ୍‌ ଜହାଁ

ଫ୍ଲାଟ ବିକ୍ରି ହେରଫେର ମାମଲାରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ରେ ‘ଟିଏମ୍‌ସି’ ସାଂସଦ ନୁସ୍‌ରତ୍‌ ଜହାଁ

ଫ୍ଲାଟ ବିକ୍ରିରେ କୋଟି କୋଟି ଟଙ୍କା ଠକେଇ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜାହାନ ଇଡି କାର୍ଯ୍ୟାଳୟରେ ପହଞ୍ଚିଛନ୍ତି।

୭ ଦିନିଆ ଇଡି ରିମାଣ୍ଡରେ ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ

୭ ଦିନିଆ ଇଡି ରିମାଣ୍ଡରେ ବ୍ଲାକମେଲିଂ କୁଇନ ଅର୍ଚ୍ଚନା ନାଗ

ଏବେ ଅର୍ଚ୍ଚନାଙ୍କୁ ଜେରା କରିବାକୁ ଯାଉଛି ଇଡିର ତଦନ୍ତ ଅଧିକାରୀ ଟିମ୍ । ତେଣୁ ନୂଆ ନାଁ ଏବେ ସାମ୍ନାକୁ ଆସିପାରେ । କାରଣ ଗତକାଲି ସେ ତଥାକଥିତ ପୀଡିତଙ୍କ କଥା ଉଠାଇଥିଲେ ମିଡିଆ ସାମ୍ନାରେ ।ସେପଟେ ସୋମବାର କୋର୍ଟରେ ହାଜର ହେବା ବେଳେ ଅର୍ଚ୍ଚନା ଗଣମାଧ୍ୟମକୁ ଦେଇଥିବା ବୟାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ବ୍ଲାକମେଲିଂ ପାର୍ଟନର ଶ୍ରଦ୍ଧାଞ୍ଜଳିଙ୍କ ମୁହଁରୁ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲୁଛି ଇଡି

ବ୍ଲାକମେଲିଂ ପାର୍ଟନର ଶ୍ରଦ୍ଧାଞ୍ଜଳିଙ୍କ ମୁହଁରୁ ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲୁଛି ଇଡି

ତିନି ଜଣଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ ଏଭଳି ମୁହାଁମୁହିଁ କରି ମାରାଥନ ଜେରା କରିଛି ଇଡି। ଇଡିର ପ୍ରଶ୍ନବାଣରେ ତିନିଜଣଯାକ ଥଳକୂଳ ପାଇନଥିଲେ।ଏମିତିକି ଶ୍ରଦ୍ଧାଞ୍ଜଳି କାନ୍ଦି ପକାଇଥିଲେ ଏବଂ ସବୁ ସତ ଓଗାଳି ପକାଇଥିଲେ। ତିନିଜଣଙ୍କଠାରୁ ଇଡି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାତେଇଛି।

ଅର୍ଚ୍ଚନା ନାଗ ମାମଲା: ଆଜି ପୁଣି ଇଡିରେ ହାଜର ହେବେ ଅକ୍ଷୟ ପରିଜା

ଅର୍ଚ୍ଚନା ନାଗ ମାମଲା: ଆଜି ପୁଣି ଇଡିରେ ହାଜର ହେବେ ଅକ୍ଷୟ ପରିଜା

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ଖୋଳତାଡ କରିବାରେ ଲାଗିଛି ଇଡି। ଏହି ମାମଲାରେ ଯିଏ ଯିଏ ସମ୍ପୃକ୍ତ ଥିବା ଅଭିଯୋଗ ଉଠିଛି ସମସ୍ତଙ୍କୁ ଡାକି ମୁହାଁମୁହିଁ ଜେରା କରିବାରେ ଲାଗିଛି।

ଆଜି ଇଡିରେ ହାଜର ହେବେ ସିନେ ପ୍ରଯୋଜକ ଅକ୍ଷୟ ପରିଜା

ଆଜି ଇଡିରେ ହାଜର ହେବେ ସିନେ ପ୍ରଯୋଜକ ଅକ୍ଷୟ ପରିଜା

ଜଣାଶୁଣା ସିନେ ପ୍ରଯୋଜକ ଅକ୍ଷୟ ପରିଜା ଆଜି ଦିନ ୨ଟାରେ ଅର୍ଚ୍ଚନା ନାଗ ମାମଲାରେ ଇଡିରେ ହାଜର ହେବେ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ତାଙ୍କ ଓକିଲ ଆକାଶ ଭୂୟାଁଙ୍କ ସହ ଇଡି କାର୍ଯ୍ୟାଳୟରେ ହାଜର ହେବେ ବୋଲି କୁହାଯାଉଛି।