Loading...

ଆଜି ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟର ଭାଗ୍ୟ ପରୀକ୍ଷା

ଆଜି ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟର ଭାଗ୍ୟ ପରୀକ୍ଷା

ତିନି ରାଜ୍ୟ ମଧ୍ୟରୁ ପ୍ରଥମେ ତ୍ରିପୁରାରେ ଗତ ମାସ ୧୬ ତାରିଖରେ ନିର୍ବାଚନ କରାଯାଇଥିଲା ବେଳେ ଗତ ୨୭ ତାରିଖରେ ନାଗାଲାଣ୍ଡ ଏବଂ ମେଘାଳୟରେ ନିର୍ବାଚନ ଶେଷ ହୋଇଥିଲା।

ବାଜିଲା ନିର୍ବାଚନ ବିଗୁଲ: ତ୍ରିପୁରାରେ, ନାଗାଲାଣ୍ଡ ଓ ମେଘାଳୟରେ ମତଦାନ ପାଇଁ ଘୋଷଣା ହେଲା ତାରିଖ

ବାଜିଲା ନିର୍ବାଚନ ବିଗୁଲ: ତ୍ରିପୁରାରେ, ନାଗାଲାଣ୍ଡ ଓ ମେଘାଳୟରେ ମତଦାନ ପାଇଁ ଘୋଷଣା ହେଲା ତାରିଖ

ତିନି ଉତ୍ତର- ପୂର୍ବ ରାଜ୍ୟ ପାଇଁ ବାଜିଲା ନିର୍ବାଚନ ବିଗୁଲ। ନାଗାଲାଣ୍ଡ, ମେଘାଳୟ ଓ ତ୍ରିପୁରା ବିଧାନସଭା ନିର୍ବାଚନ ତାରିଖ ଘୋଷଣା। ତାରିଖ ଘୋଷଣା କଲେ ଭାରତୀୟ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର।

ପଦ୍ମପୁର ଉପନିର୍ବାଚନ: ବିଜେପିରୁ ପ୍ରଦୀପ, କଂଗ୍ରେସରୁ ସତ୍ୟଭୂଷଣ ବିଜେଡ଼ିରେ ଛକାପଞ୍ଝା

ପଦ୍ମପୁର ଉପନିର୍ବାଚନ: ବିଜେପିରୁ ପ୍ରଦୀପ, କଂଗ୍ରେସରୁ ସତ୍ୟଭୂଷଣ ବିଜେଡ଼ିରେ ଛକାପଞ୍ଝା

ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ତେବେ ବିଜେଡି ପକ୍ଷରୁ ପ୍ରାର୍ଥୀ ଚୟନ ଚୂଡ଼ାନ୍ତ ହୋଇନା‌ହିଁ। ବିଜେଡିର ଏକାଧିକ ଆଶାୟୀ ଥିବାରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ବିଳମ୍ବିତ ହେଉଥିବା କୁହାଯାଉଛି।

ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ; ରାଜେନ୍ଦ୍ର ଲଢ଼ିବେ ନା ଓହରିବେ ସମସ୍ତଙ୍କ ନଜର

ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ; ରାଜେନ୍ଦ୍ର ଲଢ଼ିବେ ନା ଓହରିବେ ସମସ୍ତଙ୍କ ନଜର

ଧାମନଗର ଉପନିର୍ବାଚନ ପାଇଁ ଆଜି ହେଉଛି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଆଜି ସନ୍ଧ୍ୟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହାପରେ ସ୍ପଷ୍ଟ ହେବ କି କିଏ କିଏ ପ୍ରାର୍ଥୀ ରହିବେ, କାହା କାହା ମଧ୍ୟରେ ହେବ ମୁକାବିଲା ।

ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ : ୨ରୁ ନାମାଙ୍କନ, ୨୪ରେ ଭୋଟ

ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ : ୨ରୁ ନାମାଙ୍କନ, ୨୪ରେ ଭୋଟ

ସରିଲା ପଞ୍ଚାୟତ ନିର୍ବାଚନ , ଏବେ ପୌର ଭୋଟ । ଆଗାମୀ ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଗାମୀ ପୌର ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ନିର୍ବାଚନ କମିଶନର ।