Loading...

ରେଭ୍ ପାର୍ଟିକୁ ସାପ ବିଷ  ଯୋଗାଣ ଅଭିଯୋଗର ବଡ ଖୁଲାସା କଲେ ଏଲଭିସ

ରେଭ୍ ପାର୍ଟିକୁ ସାପ ବିଷ ଯୋଗାଣ ଅଭିଯୋଗର ବଡ ଖୁଲାସା କଲେ ଏଲଭିସ

ନିଜ ସହଯୋଗୀଙ୍କ ସହ ବଡ଼ ବଡ଼ ପାର୍ଟୀକୁ ସାପ ବିଷ ଯୋଗାଉଥିବା ଆରୋପ ଲାଗିବା ପରେ ଏବେ ପୁଲିସ ଷ୍ଟେସନର ଚକ୍କର କାଟୁଛନ୍ତି ଏଲଭିସ୍। ତେବେ ସମନ ପାଇ ପଚରାଉଚରା ପାଇଁ ପହଞ୍ଚିଥିବା ଏଲଭିସ୍ ଏକ ବଡ଼ ଖୁଲାସା କରିଛନ୍ତି।

ବେଆଇନ ଢଙ୍ଗରେ ପାର୍ଟି ଓ ପଶୁପକ୍ଷୀ ଚୋରାଚାଲାଣ ଅଭିଯୋଗରେ ଗିରଫ ହେବେ ଏଲଭିସ ଯାଦବ

ବେଆଇନ ଢଙ୍ଗରେ ପାର୍ଟି ଓ ପଶୁପକ୍ଷୀ ଚୋରାଚାଲାଣ ଅଭିଯୋଗରେ ଗିରଫ ହେବେ ଏଲଭିସ ଯାଦବ

ନୋଏଡା ପୋଲିସ ସେକ୍ଟର ୪୯ରେ ରେଡ୍ କରି ୫ ଜଣ ଲୋକଙ୍କୁ ଗିରଫ କରିଛି । ରେଡ୍ ବେଳେ ଉକ୍ତ ସ୍ଥାନରୁ ୫ଟି ନାଗସାପ ସହ ବିଷ ଜବତ କରିଛି ପୋଲିସ । ଯେତେବେଳେ ଗିରଫ ବ୍ୟକ୍ତିଙ୍କୁ ପୋଲିସ ପଚରାଉଚରା କଲା ସେତେବେଳେ ବିଗବସ୍ ବିଜେତା ଏଲଭିସ ଯାଦବଙ୍କ ନାଁ ସାମ୍ନାକୁ ଆସିଥିଲା ।